STORYMIRROR

Gupteshwar Nanda

Others

3  

Gupteshwar Nanda

Others

କଲମ ଓ କବି

କଲମ ଓ କବି

1 min
15K



କଲମ ଧରିଲେ ସିନା

ଲେଖିବ କବିତା

ଜାଣିଥିଲେ କ'ଣ ହେବ

ଯେତେ ଯାହା କଥା।

କିଛି ଶବ୍ଦ ଆସେ ନାହିଁ

କବିର ମନରେ

କଲମଟେ ରହିଥିଲେ

ତାଙ୍କ ଠୁଁ ଦୂରରେ ।

ସେହି ଦ୍ରବ୍ୟ ରହିଥାଏ

ଯେତେବେଳେ ପାଖେ

କବି କୁ ତ ଭଲ ଲାଗେ

ହସୁ ଥାଏ ସୁଖେ ।


-ଗୁପ୍ତେଶ୍ଵର ନନ୍ଦ

ଶଙ୍କରା, ବିନିକା, ସୁବର୍ଣ୍ଣପୁର


Rate this content
Log in