STORYMIRROR

Prasanta kumar Hota

Others

3  

Prasanta kumar Hota

Others

କଳ୍ପନାରେ -33

କଳ୍ପନାରେ -33

1 min
27.3K


କଳ୍ପନାର ଗୀତ -33


ନୟନ ଛୁରୀରେ କାଟୁଛ କି ମୋତେ

ମୁଁ ଯେ ତୋର ଡେଣା ସଖୀ

ଉଡିକି ପାରିବ କହ ତୁ ପ୍ରେୟସୀ

ଡେଣା ବିନା କେଉଁ ପକ୍ଷୀ


କବିର କୁହୁକ କବିତା ଭିତରେ

ରଖିଦେଲେ ହୁଏ ରଖି

ପ୍ରେମ ରହେ ନାହିଁ କବିତା ଭିତରେ

ଏକା କବି ମୁକ ସାକ୍ଷୀ।


ଆସୁଥିଲେ କେବେ ଆସିବକି ଟିକେ

ମୋର ପାଶେ ଯିବ ଦେଖି

ଆଜିବି ଉତ୍ତର ସାଇତି ରଖିଛି

ସ୍ମୃତି ନଦୀ ତୀର ଶାଖି


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍