STORYMIRROR

Prasanta kumar Hota

Others

2  

Prasanta kumar Hota

Others

କଳ୍ପନାର ଗୀତ -48

କଳ୍ପନାର ଗୀତ -48

1 min
7.7K


ତୁମ ଆଖି କୁହେ ତୁମେ ମୋ ମନର

ଗୋପନ ସପନ କଥା

ଅକୁହା କାହାଣୀ କହିବି କିପରି

ଲଜ୍ଜା କରେ ନତ ମଥା


ତନ୍ଦ୍ରା ଆସେ ଯେତେ ନିଦ୍ରା ଆସେ ସେତେ

ତଥାପି ତୁମକୁ ଦେଖେ

ତୁମ ଚୋରା ଆଖି ଦେଖେ ମୁ ନିରେଖି

ରହିଯାଏ ସ୍ଵପ୍ନ ପଥେ


ସପନ ଜୁଆର ନିଦ ସାଗରରେ

ଆସୁଥାନ୍ତି ଯାଉଥାନ୍ତି

କହିବାକୁ ମନ ଘାଣ୍ଟି ହେଉଥାଏ

ଆସିଛି ମୋହନ ପ୍ରିତୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍