କଳଙ୍କ
କଳଙ୍କ
1 min
358
ଲକ୍ଷେ କଳଙ୍କର ଟୀକା ପିନ୍ଧି ଯଦି
ତମେ କହି ପାରିବ
ମୁଁ ନିଷ୍କଳଙ୍କ ବୋଲି
କଣ୍ଟକିତ ବନ ହୋଇ
ଯଦି ତମେ କହିପାରିବ
ମୁଁ ନିଷ୍କଣ୍ଟକ ବୋଲି
ଲକ୍ଷେ ପାପର ବୋଝ
ମୁଣ୍ଡେଇ ଯଦି ତମେ
କହି ପାରିବ ମୁଁ
ନିଷ୍ପାପ ବୋଲି
ସେତିକିବେଳେ ହିଁ
ଜୀବନଟା ପ୍ରାଣହୀନ
ସ୍ପନ୍ଦନ ଲାଗେ
ଜଡ ଲାଗେ
ସ୍ଥାଣୁ, ନିର୍ବାକ
