STORYMIRROR

rasmi maye pati

Others

2  

rasmi maye pati

Others

କଳା ଠାକୁର

କଳା ଠାକୁର

1 min
130

ନଈ ସେପାରି ରେ ତୋ ଘର କାଳିଆ ଏ ପାରିରେ ମୋର ଘର,

ଭାବ ର ତର ଣୀ ସବା ରି କରିଛି ଯିବାପାଇଁ ପାଶେ ତୋର,

ଡର ଲାଗେ କାଳେ ଖାଇଯିବେ ମତେ ସାପ,ତିମି କି ମଗର,

ତୋ ଭାବ କୁ ଏକ ନାଉରିଆ କରି ପଠା ରେ କଳା ଠାକୁର,

ତୋ ଭାବ ସହିତ ମୋ ଭାବ ମିସିଲେ ହୋଇବି ,

ମୁଁ ନଈ ପାର ଜୀବନ ମୋହର ଧନ୍ୟ ହୋଇଯିବ,

ଲଭିଲେ ଦର୍ଶନ ତୋର,

ସେ ପାରି କି ଗଲେ ଦର୍ଶନ କରିବିକଳା ଠାକୁର ତୋହର  ।

    


Rate this content
Log in