STORYMIRROR

Krushna Chandra Dakua

Others

3  

Krushna Chandra Dakua

Others

କଲେଜ ଲାଇଫର ଅନୁତାପ ଜୀବନ

କଲେଜ ଲାଇଫର ଅନୁତାପ ଜୀବନ

1 min
124

ସରିଗଲା ମୋର ପାଞ୍ଚ ବରଷଟା

ହେଲେ ଅତୀତ ପାରୁନି ଭୁଲି

କାହିଁକି ଖୋଜୁଛି ଅବୁଝା ମନଟା

ସ୍ମୃତିର ପସରା ପାଖେ ବସି

ସେ ଦିନ ସମୟଟା 

ଥିଲା କେତେ ଭଲ 

ରାଗିଥିଲି କେତେ 

ଋଷି ଥିଲି କେତେ

ସଭିଏଁ ଥିଲେ ମୋ ସାଥେ

ସେ ଦିନ କେବେ ଫେରିବନି

ପୂରୁବ କାହାଣୀ ସବୁ ଅତୀତରେ 

ଆଜି ସେ ପୁରୁଣା ଅତୀତ 

କାହିଁକି ମନେପଡେ

ମୂଁ ଜମା ଜାଣୁ ପାରୁ ନାହିଁ

ଏଡ଼େ ହତଭାଗା 

ଜୀବନଟା ମୋର

ଥରେ ବୁଝୁବାକୁ 

ଚେଷ୍ଠା କରୁନାହିଁ

ସେ ହିଂସ୍ର ସମାଜରେ

ଘର ତୋଳିବାଟା

ମୋ ପକ୍ଷେ ବୋଧେ ଭଲ ନାହିଁ .....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍