STORYMIRROR

Kalyani Nanda

Others

2  

Kalyani Nanda

Others

କ୍ଲାନ୍ତ ସାୟାହ୍ନ

କ୍ଲାନ୍ତ ସାୟାହ୍ନ

1 min
234

ଜୀବନର କ୍ଲାନ୍ତ ସାୟାହ୍ନ ପଥ,

ପଥିକ ବି ହୋଇଛି କ୍ଲାନ୍ତ , ଶ୍ରାନ୍ତ ,

ମୋହ, ମାୟା ଗ୍ରସ୍ତ ମନ ଯେ ତାର,

ଆଜି ହୋଇଛି ବ୍ର୍ଯାକୁଳ, ଅଧୀର,ଅସ୍ଥିର ! !


ଆସିଛି ନଇଁ ରାତ୍ରିର ଘନ ତିମିର,

ଆଚ୍ଛାଦିତ କରି ସେ ସାୟାହ୍ନ ପଥ,

ପଥିକ ବି ପାଏନା ଖୋଜି ଛାୟା ତାର ,

ବେପଥୁ ପଥିକ ହରାଇଛି ଆଜି ଜୀବନର ଲକ୍ଷ୍ଯ ପଥ ! !



Rate this content
Log in