STORYMIRROR

SUKANTA KHANDA

Others

3  

SUKANTA KHANDA

Others

କିଶୋର,ଯୁବକ ଓ ବୃଦ୍ଧ

କିଶୋର,ଯୁବକ ଓ ବୃଦ୍ଧ

1 min
112


       କିଶୋର

ଉତଥାନ ହିଁ ଜନ୍ମ

ଯାହା ବଢି଼ବାକୁ ଦିଏ

ଆଗକୁ ଆଗକୁ ତା ସମ୍ପର୍କର ଡୋରେ

କେବଳ ଆନନ୍ଦ ଓ ଉପଭୋଗ 

ଏ କିଶୋର ସମୟ।

        ଯୁବକ

ବଢି଼ବାର ଏ ସର୍ବୋଚ୍ଚ ସ୍ଥାନ

ଯେଉଁଠୁ ସୁଖ ନାମରେ

କେବଳ ହିଁ କେବଳ ଦୁଃଖ ଆବୋରିବା ହୁଏ

କାମନା,ବାସନା ଓ ମୋହରେ

ଘାଣ୍ଟିହୋଇ ଜୀଇଁବା 

ଏ ଯୁବକ ସମୟ।

         ବୃଦ୍ଧ

ଜରାଜୀର୍ଣ୍ଣର ଏ ଅବସ୍ଥାକୁ କେହି

ଭଲ ପାଆନ୍ତିନି 

ଏଠି ପୁଅ ବି ସାତପର ହୁଏ

ଖାଇବା,ରହିବା ଓ ସେବାରୁ ଦୂରରେ

ନିତି ମରିମରି ବଞ୍ଚିବା

ଏ ବୃଦ୍ଧ ସମୟ।

          



Rate this content
Log in