କଇଁଫୁଲ୍
କଇଁଫୁଲ୍
1 min
138
କଇଁ କାନ୍ଦୁଛେ ଢକେଇ ଢକେଇ
ନାଇଁ ଦେଖବାର୍ ବୋଲି ଜନ୍ କେ
ଇ ପୁସ୍ କେ ବରସେ ହେବା
ମନ୍ ହେଇଥିଲା ତାହାକେ ।
ଜନ୍ ଥିଲେ ସିନା ମନ୍ ହେସି
ଚହଟ ଚିକନ୍ ହେବାକେ
କେତେ ଖେଲୁଛ ଲୁକ୍ ଲୁକାନି
ନାଇଁ ଦେଖିପାରୁଛେ ତମ୍ କେ ।
ରାଏତ୍ ସରତା ତୁମ୍ କେ ନୁରସି
ଭେଲ୍ ଆଏବ ତୁମେ ବଲି
ଚାରହିକୁତି ତ୍ ଅନ୍ଧାର୍ ଘୁଟିଛେ
ଜୁଗି ବସିଛେ ପିରତି ବଏଠା ଜାଲି ।
ଡିସମ୍ୱର ମେହେର
ନୂଆପଡା