STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

କିଏ କାନ୍ଦିବ ତୁ ମଲା ପରେ

କିଏ କାନ୍ଦିବ ତୁ ମଲା ପରେ

1 min
2.4K


କିଏ ! କାନ୍ଦିବ ତୁ ମଲା ପରେ । କାଶ୍ୟପ ।

ବୁଝିବାକୁ ଅନେକ କିଛି ବାକି ଅଛି ଶୁଣିବାକୁ ଅନେକ କିଛି ବୋଧେ , ଆକର୍ଷଣ ସେ ଆଖିର ପଢୁଛି ଜୀବନ ନାମକ ବହି , ଉପକ୍ରମଣିକା ଭଲ ଲାଗି ପାରେ ବର୍ଣନା ରେ ରହିଛି ଅନେକ ବ୍ୟଥା ବେଦନାଗାଥା ଲୁହ ଯଦି ବହି ପଡ଼େ ପୋଛିନେବ ବାମ ହାତେ, ଶେଷ ପୃଷ୍ଠା ଶେଷ ଦି ଧାଡ଼ି ଖାଲି ମନେ ରଖ ଭଲ ପାଇବା ଅଢ଼େଇ ଅକ୍ଷର, ତୋଳିପାରେ କଳ୍ପନା ରେ ବି ଘର ସତ ବି ମିଛ ବି ସ୍ଵପ୍ଣ ବି ହୋଇପାରେ ଖାଲି ଛାଡି ଯିବ ଗୋଟିଏ ପ୍ରଶ୍ନ କିଏ ! କାନ୍ଦିବ ତୁ ମଲା ପରେ ।

ରାମ ପ୍ରସାଦ ବିଶୋଇ । ସମୟ ସକାଳ-୧୦-୦୪ ମିନିଟ ତା-୦୩-୦୫-୧୬ ରାୟଗଡ଼ା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍