STORYMIRROR

Subal Routray

Others

3  

Subal Routray

Others

କିଏ ଆସେ ଏଇ ମନ ଅଗଣାରେ

କିଏ ଆସେ ଏଇ ମନ ଅଗଣାରେ

1 min
13.5K



କିଏ ଆସେ ଏଇ ମନ ଅଗଣାରେ

ଆସେ ଯେବେ ସଂଜ ନଇଁ ,

ସଂଜବତୀ ଜାଳେ ଜୀବନ ଦୁଆରେ

ପ୍ରେମ ର ପ୍ରଦୀପ ଥୋଇ ।

ମନେ ମଲ୍ଲୀ ବାସ ଚହଟଇ

ତାରା ଫୁଲ ମାଳେ କବରୀ ତା ସାଜେ

ଚାଂଦିନୀ ଉତ୍ତରୀ ଦେଇ !

ରାତି ହେଇ ଯାଏ ଗଭୀର ତା କୋଳେ

ଆଖି ବୁଜି ଶୋଇ ଶୋଇ

ସପନ ପରୀ ସେ ଚାଲି ଯାଏ ଖାଲି

ଅସରା ସପନ ଦେଇ !


Rate this content
Log in