STORYMIRROR

Hrushikesh Satpathy

Others

2  

Hrushikesh Satpathy

Others

କିଛି କଥା..

କିଛି କଥା..

1 min
2.4K


କିଛି କଥା କହି ହୁଏ ନାହିଁ,

    କିଛି ସପ୍ନ ଦେଖି ହୁଏ ନାହିଁ।

କିଛି ଦୁଃଖ ପିଇବାକୁ ପଡେ,

    କିଛି ଲୁହ ସାହାରାଟେ ଖୋଜେ।

କିଛି ହସ ବାଣ୍ଟିବାକୁ ଥାଏ,

     କିଛି ପୁଣି ହଜିବାକୁ ଚାହେଁ।

କେଇ ଜଣ ନୁହନ୍ତି ନିଜର,

     ହୋଇଯାନ୍ତି ଅତି ଆପଣାର।

ଚାହିଁଲେ ବି ଭୁଲି ହୁଏ ନାହିଁ,

     ରହିଯାନ୍ତି ଚିରସାଥୀ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍