STORYMIRROR

Indrabadal Mohanty

Others

3  

Indrabadal Mohanty

Others

କିଛି କଥା

କିଛି କଥା

1 min
301

ମହାନ ଆମ ଦେଶର ଐତିହ୍ୟ ଅଟେ ବଡ଼ ଅଜବ


ଇତିହାସ ପୃଷ୍ଠାରେ ଭିନ୍ନ ଭିନ୍ନ କାହାଣୀ ତାର ଭାରୀ ଗଜବ


ଛୋଟବଡ ପରମ୍ପରାରେ ପରିପୂର୍ଣ୍ଣ ଏହାର ସଂସ୍କାରର ମୁକୁଦୁଆ


ପର୍ବପର୍ବାଣି ଏଠି ଏକାଠି କରେ ପୁଣି ସୃଷ୍ଟି କରେ କେତେ ଯେ ଭାଇଚାର


ଭାଇରେ ଏଠି ଇତିହାସ କହେ କେତେ ଯେ ବିରତ୍ୱ ଗାଥା


ପୁଣି ସାହିତ୍ୟରେ ଅମାନିଆ ଗୁଞ୍ଜରଣ ସୃଷ୍ଟି କରେ ଏ ମାଟିରେ ଐତିହର ଶୂନ୍ୟତା


ବିଶ୍ୱ ବିଖ୍ୟାତ ଆମର ସମ୍ଭ୍ରାନ୍ତ ଶ୍ରେଣୀରୁ ସୃଷ୍ଟି ଏ ଉଚ୍ଚକୋଟିର ପରିଭାଷା ସଂସ୍କାରରେ


ଅଟେ କେତେ ଯେ ମହାନ ଆମ ଐତିହ୍ୟ ଏ ବିଶ୍ବ ଭାରତରେ


(ଇନ୍ଦ୍ରବାଦଲ ମହାନ୍ତି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍