STORYMIRROR

kahnu charan sahu

Others

3  

kahnu charan sahu

Others

କିଛି ଘଟିଯାଏ

କିଛି ଘଟିଯାଏ

1 min
11


ଆଖି ସାମ୍ନାରେ

ଅନେକ କିଛି ଘଟିଯାଏ

କେତେଥର କହିବା ପରେପରେ

କେତେଥର ଅନୁଭବ କରିବାପରେ l


ହୃଦୟରେ ଉଠିଥିବା ଅନେକ ଝଡ

ଆପେ ଆପେ ଥମିଯାଏ

ହେଲେ ରହିଯାଏ 

କେତେ ବିଭୋରତା

କେତେ ଆବିଳତା l


ଜଡ ପାଲଟି ଯାଏ ସ୍ବପ୍ନ ସତ

ହୃଦୟଯେ କୁହୁଳି କୁହୁଳି

ଚେଷ୍ଟାକରେ ନୀରବତା l


Rate this content
Log in