STORYMIRROR

Niranjan Sahu

Others

3  

Niranjan Sahu

Others

ଖୁସିର ଲହରୀ ଢାଳିବୁ

ଖୁସିର ଲହରୀ ଢାଳିବୁ

1 min
111

ଧନରେ  ମୋ କଥା ରଖିବୁ    

ୱାର୍ଲଡ଼ କପ ମୋ ପାଇଁ ଆଣିଦେଇ

  ମୋ ମନରେ ଖୁସିକୁ ଭରିବୁ  

କେତେଦିନ ଆଉ ବଞ୍ଚିବି

ଆଜି ନ ହେଲେ କାଲି ମରିବି

ମନରେ ମୁଁ କେତେ ଆଶା ରଖିଅଛି

    ୱାର୍ଲଡ଼ କପକୁ ଦେଖିବି   

ଭାରତ ମୋହର ଜିତିବ

ଖୁସିର ଲହରୀ ଉଠିବ

ଭାରତ ମାଆର ଜୟଗାନ ଶୁଣି

  ମୋ ମନଟା ଶାନ୍ତି ପାଇବ    


ଆଶୀର୍ବାଦ ଦେ ମାଆ ଲୋ

ଆଶୀର୍ବାଦ ବଳେ ହେବ ଲୋ

ୱାର୍ଲଡ଼ କପ ଆଣିଦେବି ଲୋ

ତୋ ମନରେ ଯଦି ଶାନ୍ତି ଦେଇପାରେ

    ମୋ ଜୀବନ ଧନ୍ୟ ହେବଲୋ    

ୱାର୍ଲଡ଼ କପକୁ ଆଣିବୁ

ସାରା ବିଶ୍ୱକୁ ଜିଣିବୁ

ଭାରତ ମାଆକୁ ଅର୍ପଣ କରି

    ଖୁସିର ଲହରୀ ଢାଳିବୁ    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍