STORYMIRROR

Disambar Meher

Others

2  

Disambar Meher

Others

ଖଟିଖିଅ ଲୋକର କଥା

ଖଟିଖିଅ ଲୋକର କଥା

1 min
14.1K


ଯେବେ ହେସି ଭାରତ ବନ୍ଦ

ବନ୍ଦ ହେଇଯାଏସି କବାରବୁତା,

ଦିନେ ନାଇଁ ଗଲେ କମେଇ

ଭୋକେ ରହେସନ୍ ମୋର୍ ଛୁଆପୁତା ।।

ଯେନ୍ ଦିନର୍ କମେଇ କେ

ସେ ଦିନେ ଖର୍ଚ୍ଚା,

କମେଇ ବନ୍ଦ ହେଇଗଲେ

ହାତ ହେଇ ଯାଏସି ଛୁଚା ।।

ରିକ୍ସା ଟାନି ବୁରା ବୁହି

କୁଟୁମ୍ କେ ମୋର୍ ଚଲାସି

ଶହେ କି ଦି ଶ ପାଏଲେ

ଚାଉଲ ଦେଲ ଘିନି ଆନସି ।।

ସକାଳୁ ବେଳବୁଢା ପତେ

ଗୋଡ ହାତ ଯାଏସି ରସି ଖଟିଖଟି

ହେ ପଏସା ନେ ଚଲୁଛେ

ମୋର ଓସୋ ,ଭାତ, ରୁଟି ।।

ଜେନ୍ ଦିନେ ସୁନସି

କାଏଲ୍ ଭାରତ୍ ବନ୍ଦ ବୋଲି

ଘର୍ କେନ୍ତା ଚଲାମି ବୋଲି

ଭାବୁଥିସି ଖାଲି ,ଭାବୁଥିସି ଖାଲି ।।

ଡିସମ୍ବର ମେହେର

ଗଣ୍ତାବାହାଲି ନୂଆପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍