STORYMIRROR

jagabandhu sahu

Others

3  

jagabandhu sahu

Others

ଖଟିଆଟା ହେଲା ଦୋଷୀ

ଖଟିଆଟା ହେଲା ଦୋଷୀ

1 min
203

କ୍ବାରେଣ୍ଟାଇନରେ ସ୍ୱାମୀ ସ୍ତୀରି ଦୁହେଁ

     ପଡିଲେ ଚିନ୍ତାରେ ଆସି

କେମିତି ଶୋଇବେ ଗୋଟାଏ ଖଟରେ

    ଭାବୁଥାନ୍ତି ଦୁହେଁ ବସି


ସ୍ୱାମୀ ସ୍ତୀରିଙ୍କର ଏ 'ହାଲତ ଦେଖି

    ଖଟିଆଟା ଦେଲା ହସି

ରାତି ଅନ୍ଧାରରେ ସ୍ବାମୀ ସ୍ତିରି ପାଶେ

    ପୀରତିକୁ ଦେଲା ପେଷି 


ସ୍ୱାମୀ ସ୍ତୀରି ଦୁହେଁ ଗାଲକୁ ଆଉଁସି

    ହେଲେ ବସି ଠେସା ଠେସି

କୋଳାକୋଳି ହୋଇ ଲୋଟି ଗଲେ ଦୁହେଁ 

    ପିଇ ପିଇ ପ୍ରେମ ଲସି


ତା ଆଗକୁ ବନ୍ଧୁ ଆଉ ଯାହା ହେଲା

    ସେ ଅଙ୍କଟା ଦିଅ କଷି 

କ୍ୱାରେଣ୍ଟାଇନର ଏ ଖେଳ ପାଇଁକି

    ଖଟିଆଟା ହେଲା ଦୋଷୀ 


    ମୁଣ୍ତକୁ ଖାଇଲା ଗୋଧି

ସରକାରଙ୍କର   ସବୁ ନିୟମକୁ

    ଦେଲା ଆଜି ପ୍ରେମ ଭାଙ୍ଗି

    କ୍ଷମା ହେ ନବିନ ମୋଦି......


Rate this content
Log in