ଖରାପ ସ୍ଵପ୍ନ
ଖରାପ ସ୍ଵପ୍ନ
1 min
308
ସ୍ଵପ୍ନରେ ସବୁ ଥାଏ
ସମୟ ହାତରେ
ତାହା ଧାରା ପଡୁଥାଏ ।
ଆଖି ବନ୍ଦରେ ଦେଖାଯାଏ
କେତେ କେତେ ଯୋଜନ ଯୋଜନ
କଥା ଓ କାହାଣୀ
ଖୋଲି ଗଲେ ଚାଲିଯାଏ
ଚେତନାରେ ଚେଙ୍ଗା ଦେଇ
ବାର ବାର ଆନ୍ଦୋଳିତ କରି
ଭଲ ପାଇଁ ଦୁଃଖ
ଖରାପ ପାଇଁ ଅନୁତପ୍ତ
ଜୀବନରେ ଖୋଜା ଚାଲିଥାଏ
କିଏ କି
ଖରାପ ସ୍ଵପ୍ନ ।
