ଖରା,ବର୍ଷା ଓ ଶୀତ
ଖରା,ବର୍ଷା ଓ ଶୀତ
1 min
116
ଖରା ମାଟିକୁ ଶୁଖାଏ
କୃଷକର କର୍ମ ଆଉ
ବିଶ୍ବର ହିତ ସକାଶେ।
ବର୍ଷାରେ ସବୁଜିମା
କୃଷକର ଲକ୍ଷ୍ଯ ଓ ଉଦ୍ଦେଶ୍ଯ
ବିଶ୍ବକୁ ଆହାର ଯୋଗାଇବା।
ଶୀତ କୃଷକର ଆନନ୍ଦ
ଯାହା ସଂଗ୍ରହର ସମୟ
ଦୀର୍ଘ ଭବିଷ୍ଯତ ପାଇଁ।
ସତରେ !
ଖରା,ବର୍ଷା ଓ ଶୀତ
ଗୋଟେ ସୌନ୍ଦର୍ଯ୍ଯର ନଈ
ଯାହା କଳକଳ ଓ ଛଳଛଳ
ଏ ସଂସାର ହାଟରେ।
