STORYMIRROR

Tonish Rohidas

Children Stories Others

3  

Tonish Rohidas

Children Stories Others

କହିବାର ଥିଲା ଯାହା

କହିବାର ଥିଲା ଯାହା

1 min
339


ହୃଦୟର କଥା ମୋର ସାଥି ତୁମକୁ କହିବାର ଥିଲା

କହିବି ବୋଲି ବାଟ ଚାହିଁ ଚାହିଁ ଦିନ ମୋର ସରିଗଲା।


ମନର କଥା ମନକୁ ଜଣା କେତେ ଭଲ ପାଏ ତୁମକୁ

ମୋ ପ୍ରତିଟି ମୁହୂର୍ତ୍ତରେ ତୁମେ ଅଛ ମୋ ଆଖିରେ ଦେଖେ ନୀତି ତୁମକୁ।


ତୁମ ସେଇ ଆଖିର ଇସାରା ରେ ମୋତେ ନିଜ ପାଖକୁ ନେଇ ଯାଅ ଟାଣି।

କେବେ ହେବ ସତ ହେବ ପ୍ରିୟା ଆମର ସେଇ ପ୍ରେମ କାହାଣୀ।


ପ୍ରଥମ ଦେଖାରେ ମନ ଦେଇ ଦେଲି 

ତୁମକୁ ମୋର ହୃଦୟ ରେ ରଖିଲି

ଜୀବନ ସାଥି କରିବି ବୋଲି ତୁମକୁ ମୋର ନିଜକୁ ତୁମ ପାଇଁ ରଖିଦେଲି।


ଭାବନା ର ଦେଇ ଭଷା ମେଘ

 ଆକାଶ ର ନୀଳ ଗଗନ

ତୁମେ ମୋର ଆଖିର ନିଦ ହେଲେମ୍ୱୁ ହୋଇ ଯିବି ତୁମ ଆଖିର ସପନ ।


ରୂପ ରାଇଜର ତୁମେ ରୂପ ସୁନ୍ଦରୀ

ତୁମ ତ ମୋର ସପ୍ନ ପରି

ତୁମ ପାଇଁ ମୁଁ ଲେଖେ କବିତା ହୋଇ କବି କେବେ ଆମ ପ୍ରେମ ଯିବନି ସରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍