STORYMIRROR

Ranita Swain

Others Romance

2  

Ranita Swain

Others Romance

ଖାସ୍ ତୁମ ପାଇଁ

ଖାସ୍ ତୁମ ପାଇଁ

1 min
2.5K


ତୁମ ଭଲ ପାଇବାର ଡୋରରେ

ବନ୍ଧା ଏ ଜୀବନ ମୋର

ଲାଗେ ମୋତେ , ଭାଗ୍ୟବତୀ ମୁଁ

ତୁମ ପତ୍ନୀ ହେବା କୋଟି ପୁଣ୍ୟ ମୋର

ସବୁ ବ୍ରତ ଉପବାସ ତୁଚ୍ଛ ଲାଗେ

ତୁମ ସ୍ନେହ ନିକଟରେ

ମୋ ଆୟୁଷ ବି ତୁମକୁ ଲାଗୁ

ପ୍ରଭୁ ପାଶେ ଏହି ଅଳି କରେ

ଦୁଇପଟ ମାଟି ଶଙ୍ଖା ଟୋପାଏ ସିନ୍ଦୂର

ତୁମ ହାତେ ପିନ୍ଧୁଥିବି ଜୀବ ଥିବା ଯାଏ ମୋର,,।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍