STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ଖାଲି କରୋନା

ଖାଲି କରୋନା

1 min
232

ସକାଳୁ ସଞ୍ଜ ଯାଏଁ

ହାଟରେ... ବାଟରେ.. ଘାଟରେ.. ସବୁଠି ଗୋଟିଏ ନାଁ

ଖୁବ୍ ସୁନ୍ଦର୍ ନାଁ ଯେମିତି..

ଚର୍ଚ୍ଚାରେ ମୁହଁଟି ଫର୍ଚ୍ଚlକୁ ଆସିଗଲା..

ଏଇ ଦେଖୁନ କେମିତିକା ମାସ୍କ ଲଗେଇ

ପାଞ୍ଚ ଛଅ ଥର ଲାଇଫ ବୟ ରେ

ହାତ ଧୋଇ ପଦାକୁ ବାହାରି ଆସୁଚି..

ତାରି ବି ସନ୍ଦେହ କାଳେ ଯିବା ଆସିବା ଭିତରେ...

ଲିଫ୍ଟ ମାଗିଲେ ଲିଫ୍ଟ ଦେଉନାହାନ୍ତି କେହି..

ଗାଡିରେ ଗଲେ କାଳେ ଆରଟି ଓ ଧରିବ

ଟ୍ରେନ ପ୍ଲେନ ସବୁ ମନା.... କିନ୍ତୁ କାହିଁକି


ଉତ୍ତରଟି ବୋଧହୁଏ ସେ ଜାଣିଛି..

ତତ୍ତ୍ୱକୁ ଦେଖ

ସ୍ୱାସ୍ଥ୍ୟ ସଚେତନ ଆର୍ତ୍ତନାଦ କରୁଚି ଉପରିଆ ଚିକ୍କଣିଆ ଦେହରେ

ସ୍ଵଚ୍ଛତା ବାଟବଣା ହେଉଛି ବ୍ୟସ୍ତ ତା ର ଟ୍ରାଫିକ୍ ସମସ୍ୟାରେ

ଏଇତ ଜୀବନ ଯାତ୍ରାର ସକାରାତ୍ମକ ଚିନ୍ତାଧାରା

ଉଦ୍ରେକ କର... ନା ନା କରନା

ନତୁବା ସବୁ କ୍ଷଣିକରେ ଠପ୍

ବେଳ ଆସିଛି ହୁଅ ସାବଧାନ..।

.


साहित्याला गुण द्या
लॉग इन