STORYMIRROR

Dr Subas Chandra Rout

Others

4  

Dr Subas Chandra Rout

Others

କେଉଁ ଠକ

କେଉଁ ଠକ

1 min
237


କେଉଁ ଠକ ସେ ନଗର ଚୋର,

ଚନ୍ଦନ କାଠେ ଖଟ ତିଆର ।

କନ୍ୟା ଶୋଇଛି ତାହା ଉପର,

ସାଥି, ତାହାର ସୁନ୍ଥାକୁ ଭର ।

ରୁଷିଛି ବର ଉପରେ ମୋର,

ବସିଛି ଯମ ଶେଜ ଉପର ।

ଚକ୍ଷୁ ସଭିଙ୍କ ଅଶ୍ରୁରେ ପୂର୍ଣ୍ଣ,

ଚାରି ଲୋକରେ ଖଟ ଉତ୍ତୀର୍ଣ୍ଣ ।

ଚାରି ଦିଗରେ ନିଆଁ କଳୁଛି,

କହେ କବୀର, ସ୍ପର୍ଶ ହଜିଛି ।


Rate this content
Log in