STORYMIRROR

SushreeShibanee Das

Others

2.5  

SushreeShibanee Das

Others

କେତେ ପର୍ଯ୍ୟନ୍ତ ଏମିତି ?

କେତେ ପର୍ଯ୍ୟନ୍ତ ଏମିତି ?

1 min
172


ଦୁନିଆ ବୁକୁରେ ପାଦ ଦେଲାବେଳେ

ଶିକ୍ଷା ମିଳିଥିଲା;

ସଂସାର ଭିତରେ ବଞ୍ଚିବାକୁ ହେଲେ

ଭାଙ୍ଗିବା ଆଗରୁ ନଇଁଯିବାକୁ...

ମୁଣ୍ଡପାତି ସବୁ ସହିଯିବାକୁ...

ଏ ନୀତିରେ ବଞ୍ଚୁଛି ସିନା ହେଲେ

ନଇଁ ନଇଁ ମୁଣ୍ଡ ମାଟିରେ ମିଶିଲାଣି

ସହି ସହି ଦେହ ବଧୀରା ।


Rate this content
Log in