କେବେ ବୁଝିବେ
କେବେ ବୁଝିବେ
1 min
358
ନିଜକୁ ପଚାରେ
ବଡ଼ ବୋଲାଉଥିବା ଲୋକେ
ଭଲ କାହାକୁ କୁହନ୍ତି
ଖାଇବା
ପିନ୍ଧିବା
ଗାଡି
କୋଠା
ଚାକର ବାକର
ପ୍ରଭୁତ୍ୱ
ପ୍ରତିଷ୍ଠା
ପଇସା
ନା ଯଶ କିର୍ତ୍ତୀ ।
ଯେଉଁଠି ଭଲ ପାଇବା ନାହିଁ
ଏସବୁ ଥାଇ କଣ ହେବ
ଏ କଥା ବଡ଼ ଲୋକେ ବୁଝିବେ କେବେ ।
ଡିଭୋର୍ସିର ପିଲା ଝିଅ ମୁଁ
ଭଲ ପାଇବା ଖୋଜୁଛି
ବାବା ଓ ମାଆଙ୍କ ପାଇଁ ।
