STORYMIRROR

Apalata Aruk

Others

2  

Apalata Aruk

Others

କେବେ ଭାବିବନି

କେବେ ଭାବିବନି

1 min
161


କେବେ ଭାବିବନି

  କାଚକୁ କାଞ୍ଚନ,

ବେଙ୍ଗି ପିତ୍ତଳକି

  ହୋଇବ ସୁବର୍ଣ୍ଣ ।


ଖଦ୍ୟୋତ ହେବକି

  ଆଦିତ୍ୟର ସମ,

ତୁଠ ପଥର କି

 ହେବ ଶାଳଗ୍ରାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍