କବିତା
କବିତା
1 min
1.2K
କିଏ ? ସେ ଶିଳ୍ପି, କାହର ସେ କୃତ୍ତି , ଏତେ ମନୋହର ରୂପ ଲାବଣ୍ୟ ଏତେ ସୌନ୍ଦଯ୍ୟ ତମ ଦେହରେ ପ୍ରକୃତିସମ ଭରି ଦେଇଛି କିଏ ? ଭଲ ପାଇବାର ଇସ୍ତାହାର କେବେଠୁଁ ଜଣାଇ ସାରିଛି,
ହୃଦୟ ତ ମୋର କେବେଠୁ ତମର ହୋଇ ସାରିଛି, କିଛି ନାହିଁ, ମୋ ପାଶେ ଦେବାକୁ ତମକୁ, ସକାଳର କୁହୁଡି ଭଳି ହେଇ ପାର ପ୍ରହେଳିକା, ଛଳନାମୟି ହୋଇପାର ମରୁଭୁମି ର ମୃଗତୃଷ୍ନା ଭଳି, ପ୍ରତାରଣା ବି କରିପାର ଆକାଶର ସନ୍ଦ୍ୟା ଭଳି, ତମେ ମୋ ରାଧା ମୁଁ ତୁମ ଜୟଦେବ, ଆସ ଦୁହେଁ ମିଶି ଲେଖିବା, ସାସ୍ବତ ପ୍ରେମର ଗୀତଗୋବିନ୍ଦ ।
କାଶ୍ୟପ,