STORYMIRROR

pratap nayak

Others

3  

pratap nayak

Others

କବିତା

କବିତା

1 min
141

ଦୁଃଖର ନଦୀରେ 

ସୁଖର କଂକଡା !

ପାଣିଖିଆ ହାତରେ

 କେତେ ଯେ ଯନ୍ତ୍ରଣା!

ଗରିବୀ ପେଟର 

ହୁତାସନ ନିଆଁ !

ଲିଭେଇବା ପାଇଁ 

ସାରା ଜୀବନଟା 

ଛୋଟ ପଡେ ସିନା

ନିର୍ମଳ ଦୁଃଖ!

 ସଫେଦ ସୁଖ !

ଆଉ ଚିଟା ଗରିବର 

ଅଭାବୀ ଅଭାବ !

ଅଭାଗିନୀ ମା

ସରେନା ଦୁଃଖ !

ଫେରେନା ସୁଖ !

ବଡଲୋକୀ ଚଷମା 

ଶୋଷିନିଏ ସମସ୍ତ ବୟସ

ଛାପା ଛାପା କବିତାଟି ପାଇଁ

ଛାପା ଛାପା କବିତାଟି ପାଇଁ



Rate this content
Log in