STORYMIRROR

Saphala Das

Children Stories Comedy Drama

2  

Saphala Das

Children Stories Comedy Drama

କବିତା

କବିତା

1 min
32

ଯେତେ କବିତା ଲେଖିଲେ ରହିଯାଏ 

     ଅବଶୋଷ

କୌଣସି ପଂକ୍ତି ର ହୁଏ ନାହିଁ 

      ଶେଷ ।


ପ୍ରତ୍ୟେକ ପଦରେ ଥାଏ ମୋର

    ଶ୍ୱାସ ପ୍ରଶ୍ୱାସ ।


ତଥାପି ଶୁଣି ବାକୁ ହୃଦୟ ଚାହୁଁ ଥାଏ

   ତୁମ କବିତା ଆବୃତ୍ତତିର

      କ୍ଷୁଦ୍ର ଅଂଶ ।


Rate this content
Log in