STORYMIRROR

Gayatri Sahoo

Others

3  

Gayatri Sahoo

Others

କବିତା

କବିତା

1 min
163

ବିନିଦ୍ର ଆଖି ଉହାଡରେ

ଲୁଚି ରହିଥିବା ସ୍ବପ୍ନ ବହିର ଅଧ୍ୟାୟ ଟିଏ  

ଉଆଁସୀ ହୃଦୟର 

ବତୁରା ନିଷ୍ପାପ ଅଲୋଡା ଅପୁରା ଆଶା ଟିଏ।

କେବେ ଚହଲା ପାଣିରେ ଜହ୍ନକୁ ଦେଖେ

କେବେ ତାରାଙ୍କ ମେଳରେ ଘର ସଜାଏ

କେବେ ସପନ ରାଇଜେ ରାଜକୁମାର ଖୋଜେ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍