STORYMIRROR

Tonish Rohidas

Children Stories Others Children

3  

Tonish Rohidas

Children Stories Others Children

କବିତା-ଶ୍ରମିକ

କବିତା-ଶ୍ରମିକ

1 min
226


କର୍ମ ହିଁ ଭଗବାନ

କର୍ମ ହିଁ ଜୀବନ ।

କାମ କଲେ ହି ମିଳି ଥାଏ 

 ପେଟକୁ କିଛି ଖାଇବା।

କାମ ନ କଲେ ନ ଚଲେ ପରିବାର

ଜୀବନ ଥିବା ପର୍ଯ୍ୟନ୍ତ ଲେଖା

କାମ କରିବା।

ଝଡ଼ ହେଉ କି ହେଉ ବର୍ଷା,

କାମ କରିବା ଅଟେ ଆମ ପେଶା।

ଗୋଟିଏ ଜାଗାରେ କରୁ ଆମେ କାର୍ଯ୍ୟ।

ଜୀବନ ଯୁଦ୍ଧରେ ସଭିଏ ନିଜକୁ ଦେଉ ଥାଉ ଧର୍ଯ୍ୟ।

ଖରା ବର୍ଷା, ଶୀତ କି ପରିବାର ପ୍ରତିପୋଷଣ ପାଇଁ ନିଜେ କଷ୍ଟ କୁ ଲୁଚାଇ କରୁଥାଉ କାମ।

ଯାହା ମିଳି ଯାଏ ଦିନକ ମଜୁରୀ ସେଥିରେ ହୁଏ ଦାମ।

ଘର ଘର ବୁଲି କେତେ ଯେ କରୁ ଲୋକ ଙ୍କୁ ସେବା।

ନିଜ କଥା ନ ବୁଝି ଅନ୍ୟର କରୁ ସେବା।

ଭୋକିଲା ମୁହଁରେ ନ ମିଳେ କେବେ ଖାଇବା।

ଭୋକ ଉପାସରେ କରୁ ନୀତି ଆମ 

 କାର୍ଯ୍ୟ ଜାଣିଛୁ ବୋଲି କାମ କରିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍