STORYMIRROR

Tonish Rohidas

Children Stories

4  

Tonish Rohidas

Children Stories

କବିତା-ରଙ୍ଗ ବରଷେ

କବିତା-ରଙ୍ଗ ବରଷେ

1 min
403


ବରସି ଯାଏ ଆଜି ରଙ୍ଗ ରଙ୍ଗର ରଙ୍ଗୋଲି।।

ଆସିଛି ବୋଲି ଆଜି ରଙ୍ଗ ପର୍ବ ହୋଲି।।

ସୁନ୍ଦର ଲାଗେ ପ୍ରେମର ରଙ୍ଗ

ନୀଳ ନୀଳ ସେଇ ଆକାଶର ତରଙ୍ଗ।।

ଲଗେଇ ଦେବୀ ଲୋ ଆ ମିତ

 ତୋ ଗୋରା ଗାଲରେ ହୋଲି।।

ଗୀତ ସୁରେ ସୁରେ ନାଚିଯିବା

ରାଧା କୃଷ୍ଣ ପରି ଖେଳିବା ଦୋଳି।।


ହାତରେ ଧରିଛି ମୁଁ ହୋଲି ରଙ୍ଗ

 ରଙ୍ଗେଇ ଦେବୀ ଆ ଲୋ ମିତ।।

ସାରା ସଂସାର ଦେଖିବ

ତୋର ମୋର ଗାଇବା ଗୀତ।।


 ଟିପି ଟିପି ହୋଇ ବରଷି ଯାଉ 

ରଙ୍ଗ ତୋ ଦେହ ସାରା।।

ଲୀଳ ପ୍ରେମ ଭରା ଜୀଵନ

 ହେଉ ଏ ଦୁନିଆ ସାରା ।।


ଆସିଛି ଆସିଛି ବୋଲି ଆଜି 

ହୋଲି ରଙ୍ଗର ପର୍ବ।।

ମନରେ ନ ରହୁ କାହାରି ଗର୍ବ

ଖେଳିବା ପ୍ରେମର ହୋଲି ପର୍ବ।।


ହସ ଖୁସି ଥାଉ ମନରେ 

ଦୁଃଖ ଯାତନା ସବୁ ହେଇଯାଉ ଦୂର।।

ହୋଲି ରଙ୍ଗ, ହେଇଯାଉ 

ଭାବନା ଏବଂ ସୁଖର ପର୍ବ।।


ଆ ଲୋ ମିତ ନାଲି ରଙ୍ଗରେ 

ଦେବୀ ରଙ୍ଗେଇ।।

ପ୍ରେମ ବନ୍ଧନେ ବନ୍ଦୀ ଦେବୀ ତୁମକୁ

ସାରା ଜୀବନ ହେଉଥିବ ରଙ୍ଗେଇ।।


ପ୍ରେମ ଋତୁ ଆସିଛି ଲୋ

 ପ୍ରେମ ଋତୁ ଆସିଛି,

ପ୍ରେମ ରଙ୍ଗ ନେଇ ଆସିଛି, 

ବସନ୍ତର ବଉଳି ପବନ ସାଥିରେ

 ହୋଲି ଆସିଛି।।


ସାଗର ଗଭୀର ପରି ଏ ମଣିଷ ଜୀବନ।।

ସବୁ ମିଛ କାହାଣୀ ଦେଖୁଛି ସପନ।।

କେତେ ଖରା,କେତେ ଛାଇ

ସବୁ ଏଠି ଟିକିଏ ଖୁସି ପାଇଁ।।


ରଙ୍ଗ ଗୋରା ହେଉ କି ହେଉ କଲା

ମନର ରଙ୍ଗ ଅଟେ ବିଶ୍ୱାସ ଭରା।।

ସଭିଙ୍କ ଜୀବନେ ଭରି ଯାଉ ସୁଖ,ଶାନ୍ତି 

ରଙ୍ଗର ରଙ୍ଗୋଲି

ଖେଳି ଯାଉ ରଙ୍ଗ ତରଙ୍ଗର ଲହରୀ।।









Rate this content
Log in