STORYMIRROR

Amita Dash

Others

3  

Amita Dash

Others

କବିତା ପର୍ବକବିତା ସଂଖ୍ୟା ୨୬

କବିତା ପର୍ବକବିତା ସଂଖ୍ୟା ୨୬

1 min
200


ସଙ୍ଗାତ ହାତରେ ଚିଠି ପଠାଇଲି ଧଳା କାଗଜରେ, ନାଲି ଦୁଆତକାଳିରେ ଲେଖି

ମୋ ଚିଠିର ଉତ୍ତର ଦବୁଲୋ ସଙ୍ଗାତ ଅଜଣା ନମଣୁ ଯେମିତି।

ତୋର ସଙ୍ଗାତ ମୋର ସଙ୍ଗାତ ଦୁହିଁଙ୍କର ଗୋଟିଏ ସଙ୍ଗାତ 'ମାନସୀ'

ହେଲେନି ଆମେ ତିନିହେଁ ସଙ୍ଗାତ ଏକାଠି।

ଲଫାପା ଭିତରେ ଅଭଡ଼ା ରଖି

ସଙ୍ଗାତ ବସୁଚିଏଇଠି,

ପତ୍ରଟି ତାର ସାକ୍ଷୀ।

ବାରୁଣୀ ଯାତକୁ ନିମନ୍ତ୍ରଣ ଦେଲି ବୁଲି ଆସିଲେ ହୁଅନ୍ତା, କେମିତି?

ଦୋଳମେଲଣକୁ ମୁଁ ବୁଲିଗଲେ ବନ୍ଧୁତା ଘନିଷ୍ଠ କରନ୍ତି।

ନବମ ଶ୍ରେଣୀରେ କୁଣ୍ଢେଇ ବାହାଘର କରି ସମୁଦୁଣୀ ତୁମକୁ ଡାକନ୍ତି।

ନିର୍ମାଲ୍ୟ ଛୁଇଁ କଥାଦିଅନ୍ତି ତୁମର ପୁଅକୁ ମୋର ଝିଅ ବାହାଘର ମୁଁ କରନ୍ତି। 

ରାଣଖାଇ କୁହ ପତ୍ର ମାଧ୍ୟମରେ 

ସଙ୍ଗାତ ବସିବା ହବଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍