STORYMIRROR

KRUTIBAS NAYAK

Others

2  

KRUTIBAS NAYAK

Others

କବିତ୍ଵ

କବିତ୍ଵ

1 min
13.5K


ସମସ୍ୟାକୁ ଧରି କହି ହେଉଥିଲେ

ବଢିବଢି ଯାଏ ତାହା

ସଂଭାବନା ଭାବ ଜାଗ୍ରତ କରିଲେ

ମିଳେ ସମାଧାନ ରାହା।

ନିଜ ଭାବନାକୁ ଯତନରେ ରଖ

ଯେତେବେଳେ ଏକା ଥିବ

ନିଜ ପ୍ରତିଶ୍ରୁତି ମନେରଖି ଥିଲେ

ଲୋକଙ୍କ ପାଖକୁ ଯିବ।

ଡାକ୍ତର କୃତ୍ତିବାସ ନାୟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍