କାଉଡିଆ ଭାଇ
କାଉଡିଆ ଭାଇ
1 min
389
ଦେଖ ମୋର ସଖା ଆଜି
କାଉଡିଆ ଭାଇ ଯାଉଛନ୍ତି ଧାଡି କି ଧାଡି
ଜାତି ଭେଦ ଭାବ ନାହିଁ
ଏହି ଭବ ରଙ୍ଗ ଭୂମି ତଳେ ।
ଶିବ ଭକ୍ତ ଆଜି ପାଣି ନେଇ
ଯାଉଛି ମନ୍ଦିର
ବାଟରେ ଗଞ୍ଜେଇ, ଭାଙ୍ଗ ଖାଇ
ହଉଛି ଟଳମଳ ।
କାଉଡିଆ ଭାଇ ସଉକ ପାଇଁ
ନଉଛି ଭୋଳା ବାବା ପାଖକୁ ପାଣି ।
ଧର୍ମ ଦାଣ୍ଡରେ କରୁଛି
କାଉଡିଆ ଭାଇ କଳି ।
କାଉଡିଆ ଭାଇ ସାଥିରେ ନଉଛି ଆଜି ଗାଡି
ରାସ୍ତାରେ ମାଲ ପି ଯାଉଛି ଗଡି ।
ବାବା ଆଜି ସୋଇଛି ପାଣି ଭିତରେ ବୁଡି
ଯେବେ ଉଠିବ ସେ ପକାଇବା ବଳି ।
ମାସେ ଆଗରୁ ଭାରୁଛନ୍ତି କାଉଡିଆ ଭାଇ
ସାଥିରେ ନେଉଛନ୍ତି ଏକ ମାସ ର ଖାଦ୍ୟ ଭରି
ପ୍ରାଚୀ କୂଳେ ଯତେ ଅଛି ଶିବ ମନ୍ଦିର
ଢାଳୁଛନ୍ତି ସେ ଠାକୁ ଠାଆ ପାଣି ।
