କାଟି ପିନ୍ଧ
କାଟି ପିନ୍ଧ
1 min
104
ବିଳମ୍ବରେ ପଛେ ହେଉ ଯେ ପଛକେ
ପୂର୍ଣ୍ଣ ହେଲା ଗାନ୍ଧୀ ସ୍ବପ୍ନ
କାଟି ନ ପିନ୍ଧିଲେ ପୋଷାକ ପଛକେ
ପିନ୍ଧିଲେ ମୁଖା ସ୍ଵ_ଜନ
ନିଜ ହାତେ ଆଜି ଭାଇ ମାେ କାଟୁଛି
ବିଦେଶୀ କରି ବର୍ଜନ
ସ୍ୱଦେଶୀ ର ମୁଖ ଗାଆଁ ରୁ ସହର
କରୁଛନ୍ତି ପ୍ରତି ଜନ
ଏପରି ପ୍ରୟାସ ଚାଲିବ ଯଦି ତ
ଭାରତ ଉନ୍ନତି ହେବ
ଗାଆଁ ରୁ ସହରୀ ନହେବେ ବେକାରୀ
ଦାଦନ କିଏ ଖଟିବ
