STORYMIRROR

Kali Kumar

Others

2  

Kali Kumar

Others

କାଠ

କାଠ

1 min
579

(ଶେଷେ) ମୁଁ କାଠ ହୋଇ ଜଳିଛି,

ଉତ୍ତାପ ନାମରେ,

ନିଜକୁ ଦଗଧିଭୂତ କରିଛି,

ଅଗ୍ନି ନାମରେ,

ଜ୍ୱଳନର ଜ୍ୱାଳା ହିଁ ସହିଛି,

ଅଙ୍ଗାର ରୂପରେ,

ନିଜକୁ ପାଉଁଶ ସଜେଇଛି,

(ପୁଣି) ସେ ଅଙ୍ଗାରର କାଳିମାରେ,

    ନିଜକୁ ନିଜେ କଳଙ୍କିତ କରିଛି,

   (ଶେଷେ) ମୁଁ କାଠ ହୋଇ ଜଳିଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍