STORYMIRROR

Lopamudra Parida

Others

3  

Lopamudra Parida

Others

କାର୍ତ୍ତିକ ପୁନେଇଁ

କାର୍ତ୍ତିକ ପୁନେଇଁ

1 min
234

କାହିଁ ଗଲା ସେ ଡଙ୍ଗା ଭସା

ଆ,କା,ମା,ବୈ ଘୋଷା

କାହିଁ ଗଲା ସେ ଅଷ୍ଟପହରୀରୁ

ପହରେ ବି ନ ଦିଶେ ।।


କାହିଁ ଗଲେ ଆମ ପୂୂୂରୁବ ପୁରୁଷ 

ପୂରୁବ ମହିମା ଗାଥା

କାହିଁ ଗଲେ ଆମ ମହିମାମଣ୍ଡିତ

ଜାଭା ସୁମାତ୍ରାର କଥା ।।


କୋଉଠି ଅଛୁ ଲୋ ତଅପୋଇ ମାଏ

ବନ୍ଦାପନା କର ଆସି

ମଙ୍ଗ କୋଣେ କାଳୁ

ବସିିିିଛି ମଙ୍ଗଳା 

ଉଛୁୁୁର କାହିଁକି 

କରୁ ।


ଆସ ଆସ ଯେତେ 

ଓଡିଆ ସନ୍ତାନ 

ଫେରେଇ ଆଣିବା 

ଆମର ଗୌରବ ଗାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍