STORYMIRROR

Prasanta kumar Hota

Others

2  

Prasanta kumar Hota

Others

କାର୍ତ୍ତିକ ମାସରେ

କାର୍ତ୍ତିକ ମାସରେ

1 min
7.7K


କାର୍ତ୍ତିକ ମାସରେ ଦର୍ଶନେ ଦଉଡ

ଶ୍ରୀ କ୍ଷେତ୍ର କ୍ଷେତ୍ରରେ ଲାଗିଛି ତ ଭିଡ

ଶହ ଶହ ଭକ୍ତ ଆସୁଛନ୍ତି ଦୁରୁ

କାଳିଆ ପାଖରେ କହିବେ ପାଖରୁ

ଧର୍ମ ମାସ ବୋଲି ପୂଣ୍ୟ କାର୍ତ୍ତିକ ରେ

ଅନୁକ୍ରୋଶ ଇଛା କରେ ଶ୍ରୀ କ୍ଷେତ୍ରରେ

ଲାଗିଥାଉ ପଛେ ଯେତେବି ଗହଳି

ମନ ପୁରିଯାଏ କରିଦେଲେ ଅଳି

ଲାଗୁଥାଏ ସତେ ଶୁଣୁଛନ୍ତି ସବୁ

ଭୁଲିଯାଏ ଦୁଃଖ ଭକ୍ତଙ୍କ ଆରାବୁ

ଧନ୍ୟ ମହାପ୍ରଭୁ ଧନ୍ୟ ତୁ କାଳିଆ

ଏକମାତ୍ର ତୁହି ଏଜଗତେ ସାହା

ତୋର ଦିବ୍ୟ ଶକ୍ତି ଭକ୍ତ ଜନେ ଭାବ

ଗୁଣ ତୋର କିଏ ବଖାଣି ପାରିବ

ଯିବ ବୋଲି ଦୁଃଖ ସଂସାର ଆସ୍ରବ

ଶରଣ ନିଅନ୍ତି ଏସକଳ ଜୀବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍