STORYMIRROR

Sudhashree Bhattamisra

Others

3  

Sudhashree Bhattamisra

Others

କାମଧେନୁ

କାମଧେନୁ

1 min
204

ଶୁଣିଥିଲି କାମଧେନୁ

ସ୍ଵର୍ଗରେ ବୋଲି,

ଯାହା ମାଗିଲେ ଦିଏ ।

କାମଧେନୁ ଦିଏ

କଳ୍ପବୃକ୍ଷ ଦିଏ

ଏଇଠି କାମଧେନୁ

ଏଇଠି କଳ୍ପବୃକ୍ଷ

ଏଇଠି ସ୍ୱର୍ଗ

ଏଇଠି ନର୍କ

ସଦୁପଯୋଗ କଲେ

ସବୁ କିଛି

ଦେଇପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ