STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

କାଳିକା ପ୍ରାତ ସ୍ମରଣ ସ୍ତୋତ୍ର

କାଳିକା ପ୍ରାତ ସ୍ମରଣ ସ୍ତୋତ୍ର

1 min
4.5K


• କାଳିକା ପ୍ରାତ ସ୍ମରଣ ସ୍ତୋତ୍ର

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ଦେବୀ ଶ୍ୟାମା ଚାରୁ ନେତ୍ରା

• ଶଶଧର ବଦନା କୁମାରୀ ଜଗଧାତ୍ରୀ ,

• ମେଘାଙ୍ଗୀ ଶବଶିବରୁଢା

• ତ୍ରିଭୁବନ ଜନନୀ ଭୈରବୀ କାଳରାତ୍ରି ।।

• ରକ୍ତା ରକ୍ତମୁଖୀ ସାଧ୍ୱୀ

• ଗଳେ ମୁଣ୍ଡମାଳା ଲୋଳଜିହ୍ଵା ସୁଭାଙ୍ଗୀ ,

• ବନ୍ଦେ ମହାମାୟା କାଳୀ

• ମହାଦେବୀ ଚରଣେ ଶରଣଂ ଦେବଦେବୀ ।।

• କାମେଶ୍ଵରୀ କାମରୂପା

• କୁଟଜା କେଶିନୀ ବାମଦେବ ପ୍ରାଣପ୍ରିୟା

• କଙ୍କାଳା କାଳଦମନା

• ଦୈନ ଦୁଃଖ ନାଶିନୀ ଭଗବତୀ ଅଭୟା ।।

• କାଳୀ କପାଳିନୀ ଶିବାନୀ

• ଘୋର ରୂପା ବିକୃତନଖମୁଖା ଧୁମ୍ରବର୍ଣ୍ଣା

• ଖଣ୍ଡା ଖର୍ପର ଧାରିଣୀ

• ବିଜୟାଦା କାଳିକା ବିଶ୍ଵେଶ ସିଦ୍ଧାସନା ।।

• ଭକ୍ତପ୍ରିୟେ ଅର୍ଣ୍ଣପୂର୍ଣ୍ଣେ

• ମାୟା ଗୃହୀତାଙ୍ଗି ନମଃ ଶଙ୍କର ବଲ୍ଲଭେ

• ବନ୍ଦେ ଦେବୀ ଭଗବତୀ

• ସର୍ବ ମଙ୍ଗଳ ଶାଳିନୀ ଶରଣଂ ପଦାମ୍ଵୁଜେ ।।

• +++++ ++++ +++++


Rate this content
Log in