କାଳିଦାସ
କାଳିଦାସ
1 min
520
କାଳିଦାସ ଭଳି ମୁଇଁ ତ ନୁହଇ
ଦେଖି ଶିଖି ଲେଖି ଜାଣେ ।
ତୁମରି ଆଶିଷେ ବିଜ୍ଞାନ ଯୁଗେ
ନିଜକୁ ନିଉଟନ ମଣେ ।
