Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Others

3  

Sanjya Tripathy

Others

କାଳିଆ

କାଳିଆ

1 min
382


କଳା ଠାକୁର ଆମେ ତ ମାନୁ

ବରଷକେ ଥରେ ରଥଯାତରାରେ

ଜଗତ ଜିତଇ ସେ ଶ୍ୟାମଧେନୁ ।


ସବୁ ଆଡୁ ଭକ୍ତ ଆସନ୍ତି ମାଡ଼ି

ପୁରୀ ସହରରେ କରନ୍ତି ରଡ଼ି

ହଜାର ଗାଡ଼ିରେ ଲକ୍ଷ ଲକ୍ଷ ଲୋକ

ଚକରା ଗଣଇ ଲୁଣି ଲହଡି ।


ସବୁ ତ କରୁଛି କରାଉଛି ସିଏ

ସବୁ ଜାଣି ପୁଣି ଅଜଣା ରହେ ଯେ

ତାର ଭକ୍ତି ରସ ନୀଳକାନ୍ତ ମଣି

ଯୋଗୀ ନ ପାଆନ୍ତି ମାର୍ଗ ତହିଁ ଯେ ।


କାର୍ତ୍ତିକ ମାହାତ୍ମ୍ୟ ଅଛି ଯାହାର

ହବିଷାଳିଙ୍କର ପ୍ରିୟ ସହର

ଅଶେଷ ପୂଣ୍ୟ ଲଭଛି ଯିଏ ।


ସେ ଲୀଳାମୟର ଅପାର ଲୀଳା

ଦେଖି ଅଛି ଯିଏ ମେରୁ ମେଖଳା

ଜଗନ୍ନାଥ ଗାଥା ତହୁଁ ନିର୍ମଳା ।



Rate this content
Log in