STORYMIRROR

SushreeShibanee Das

Others

2  

SushreeShibanee Das

Others

କାଳ-ସମଂଞ୍ଜକ

କାଳ-ସମଂଞ୍ଜକ

1 min
131

ପାରଦର୍ଶକ ଭଳି ସମୟର ଗତିକୁ ପରଖି ହୁଏ,

କିନ୍ତୁ, କିଏ ? ସିଏ !

ଯିଏ, କାଳ-ସମଂଞ୍ଜକକୁ ପ୍ରତିଥର ଅବ୍ୟବହିତ ଅନ୍ତେ.....

ପୁଣି ଓଲଟାଇ ଦିଏ !

ଯେମିତିକି ପ୍ରାରମ୍ଭ ଅପରିହାର୍ଯ୍ୟ I


Rate this content
Log in