STORYMIRROR

Pinku Ranbida

Others

3  

Pinku Ranbida

Others

କାହ୍ନୁରେ

କାହ୍ନୁରେ

1 min
173

କାହ୍ନୁରେ ମୋର୍ ମହନ୍ ବେଣୁ

ତୋର୍'ଲାଗି ହେଉଛେ ଇନୁ ସେନୁ,

ତୋର୍ ପେରେମେ ପାଗଲ ହେଇ

ଘୁରି ବୁଲୁଛେ ଯମୁନା ନୁ ।

 

ବଏଷୀ ତୋର୍ ବାଜି ଗଲେ

ମାଠିଆ ଧରୁଛେ ଯେନ୍ତା ହେଲେ,

ପାଏନ୍ କେ ସବୁ ପକେଇ ଦେଇ

 ପଲେଇ ଯାଏସି କଲେ କଲେ ।


ତୋର୍ ପେରେମର୍ ମହନୀ ନିସା

କରି ଦେଲାନ ଉଠା ବସା,

କାଏ, ଯାଦୁ ମନତର୍ କରିଦେଇଛୁ

ବଝା କରିଦେଲା ବଏଷୀ ନିସା ।


ବାହାନା କେତେ କର୍'ସି ତୋର୍ ଲାଗି

ଘରେ ମୁଇଁ ସବ୍'କୁ ଠଗି,

ତତେ ଦେଖବାର୍ ଲାଗି କାହ୍ନୁରେ

ଆଏସିରେ ଜଲଦି ଭାଗି ।


ତୋର୍ ଲାଗି ସବୁ ହେଉଛେ

ତତେ ଖାଲି ନୁରା ଲାଗୁଛେ,

ବାଜିଗଲେ ତୋର୍ ମହନ ବେଣୁ

ମନ୍'ଟା ମୋର୍ ବାଏବିଛୋ ହେଉଛେ ।


ପାଗଲ୍ ପାଗଲ୍ ଲାଗଲା ନ ମତେ

କେନ୍ତା କରମି କହ କାହ୍ନୁରେ,

ତୋର୍ ବିନା ରହି ନାଇଁ ପାରେ

ମତେ ନେଇଯା ତୁଇଁ ରେ ।


Rate this content
Log in