STORYMIRROR

Laxmi Priya

Others

3  

Laxmi Priya

Others

କାହିଁକି କେଜାଣି

କାହିଁକି କେଜାଣି

1 min
214

ଉତ୍ତର ଜାଣି ବି ପ୍ରଶ୍ନ କରାଯାଏ 

କାହିଁକି କେଜାଣି?

ଜାଣି ଜାଣି ଅଜଣା ହୁଅନ୍ତି

କାହିଁକି କେଜାଣି?

ଲୁଚି ଲୁଚି ଖାଇବା ବେଳେ, ସହ

ବିଲେଇର ମୁହଁ ହାଣ୍ଡି ଭିତରେ ଥାଏ

ହେଲେ ବିଲେଇକୁ ଲାଗେ କେହି ଦେଖୁନାହାନ୍ତି।

ସ୍ୱପ୍ନ ବାସ୍ତବତା ନୁହେଁ

ଜାଣି ବି ଲୋକେ ସ୍ୱପ୍ନ ଦେଖନ୍ତି

କାହିଁକି କେଜାଣି?

ସେଇ ସ୍ୱପ୍ନରେ ହଜିଯାଇ ବାସ୍ତବତାକୁ ଭୁଲିଯାନ୍ତି

କାହିଁକି କେଜାଣି?

ସ୍ୱପ୍ନ ଦେଖିବା ଭୁଲ ନୁହେଁ,

ବାସ୍ତବତାକୁ ଅଣଦେଖା କରିବା ଭୁଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍