Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Others

3  

Hrushikesh Satpathy

Others

କାହିଁକି ଏ ଅଭିମାନ

କାହିଁକି ଏ ଅଭିମାନ

1 min
7.0K


ମୋ'ମନକୁ ବିଦ୍ଧ କରି

କି ଲାଭ ପାଉଛ ?

ବରଂ ମୂଲ୍ୟହୀନ ତର୍ଜମାରେ

ଜର୍ଜରିତ ତୁମେ,

ତୁମ ନିର୍ବୋଧ ବ୍ୟକ୍ତିତ୍ଵ ।

ଅର୍ଥହୀନ ଅଭିଯୋଗ,

ଭିତ୍ତିହୀନ ବୃତ୍ତ୍ୟ ଚିତ୍ର ।

ଚିତ୍ରାଙ୍ଗଦା ନୁହଁ ତୁମେ,

ପୁଣ୍ୟ ମଧୁଶାଳା ।

କାହିଁକି ଏ ଅଭିମାନ !

ଥିବି କିଛି କ୍ଷଣ,

ତୁମ ନିର୍ଲିପ୍ତ ହୃଦୟ ସଂଗେ ।

ଏ ଜୀବନ ଜଳି ଯିବା ଯାଏ ।

ତୁମ ଅହଂକାର ଅନ୍ଧକାରେ

ଲୁଚିଯିବା ଯାଏ ।

ତୁମ ଭିତ୍ତିହୀନ ଅଭିଯୋଗ

ଭିତ୍ତି ପ୍ରସ୍ତରରେ

ଲୀନ ହେବା ଯାଏ ।


Rate this content
Log in