କାହାକୁ ଛୁଇଁବି
କାହାକୁ ଛୁଇଁବି

1 min

11.9K
ଏ ଧରାରେ ମୁଇଁ ନେଲି ଜନମ
କାହାକୁ ଛୁଇଁବି କହ
ରକେଟ ମେଘ ନା ଚାନ୍ଦକୁ
କାହାକୁ ଧରିବି କହ ॥
ମନ ହେଲା ମୋର ଟିକେ ଛୁଇଁବାକୁ
ଜହ୍ନ ତୋଳିନେବାକୁ
କୋରନା ଭୟରେ ରହିଲି ଦୂରରେ
ଛୁଇଁବିନି କାହାକୁ !
ରକେଟରେ ଉଡାଜାହାଜରେ ବସି
ଯିବାପାଇଁ ହେଉନି ମନ
ମେଘ ଭରି ଆକାଶେ ମେଘଖଣ୍ତ
ଭୀତ କରାଉଛି ଏ ପ୍ରାଣ ॥