STORYMIRROR

Baby Nayak

Others

3  

Baby Nayak

Others

କ'ଣ କଲା ସେ ?

କ'ଣ କଲା ସେ ?

1 min
272

ଆଜ ଦେଖିଲି ରେ

ନବୀନ ବୟସୀ ବାଳା

ମୁହଁ ଦେଖିବାକୁ ସୁଯୋଗ ନ ଥିଲା

କପଡା ରେ ବାନ୍ଧି ଥିଲା


ଆଜ ଦେଖିଲି ରେ

ତର ତର ହୋଇ ବୟଫ୍ରେଣ୍ଡ ସାଙ୍ଗେ

ଗାଡି ପଛେ ବସିଗଲା

କାନ୍ଧରେ ରଖିଛି ମୁଖଟି ତାହାର

ଧରିଛି ଜାବୁଡି ପରା

ଆଜ ଦେଖିଲି ରେ


ଅଣ୍ଟାରୁ ଖସିଛି ଜିନ୍ ପ୍ୟାଣ୍ଟ

ଉପରେ ଅଛି ଟପ

ଦୁଇ ପୋଷାକର ମିଳନ ସ୍ଥଳରେ

ଚାଖଣ୍ଡେ ଦିଶେ ଗ୍ୟାପ

ଆଜ ଦେଖିଲି ରେ


ଠାବେ ଠାବେ କଣା ଦିଶେ ପୋଷାକ ରେ

କାଟିଛି କି ମୂଷା ସତେ

ବାଘ ନଖ ପରି ଲମ୍ବା ଲମ୍ବା କରି

ନଖ ଅଛି ଗୋଡ ହାତେ

ଆଜ ଦେଖିଲି ରେ


କିଏ ସେ ପୁରୁଷ ହେବ ତା' ସାହସ

କରିବ ତା'ରେ ନିଜର

ଶିବ ପୂଜା ପଛେ କରୁ କି' ନ କରୁ

ନିତି ପୂଜିବ ପୟର

ଆଜ ଦେଖିଲି ରେ .... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍