STORYMIRROR

Suresh chandra Padhy

Others

3  

Suresh chandra Padhy

Others

କ, ଅନୁପ୍ରାସକୁ ନେଇ କବିତା

କ, ଅନୁପ୍ରାସକୁ ନେଇ କବିତା

1 min
261

କଳାମୁଖ ମୋ ଯାଇଅଛି ରଥ 

ଯାତରାରେ

କଲ୍ପବଟ ଚାହିଁଛି ଶୂନ୍ୟ ଲାଗେ ଶ୍ରୀମନ୍ଦିରରେ

କାଳିଆ ପାଇଁ ଗହଳି ଗୁଣ୍ଡିଚା ମନ୍ଦିରରେ

କଳା ସାଆନ୍ତଙ୍କୁ ଦର୍ଶନ କରନ୍ତି ଭାବରେ

କଳା ଧଳା ଘୋଡା ଚଢି ଆସିବେ ବାହୁଡ଼ାରେ

କମଳା ପତି ଆସିଛନ୍ତି ଭକତ ଭାବରେ

କାକ ପିକ ଦର୍ଶନ କରନ୍ତି ପକ୍ଷୀ ଜନ୍ମରେ

କଳାକଳେବରକୁ ଦେଖି ତରି ଯିବାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍